The Ultimate Managed Hosting Platform
ADVERTISEMENT

ଚଳନ୍ତା ଟ୍ରେନରୁ ଖସି ଚାଲିଗଲା ଯୁବକଙ୍କ ଜୀବନ

Facebook
Twitter
LinkedIn

ବାଲୁଗାଁ : ବାଲୁଗାଁ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ରୋପଡା ଗ୍ରାମର ସତ୍ୟବାଦୀ ସ୍ୱାଇଁ, ବୟସ ୪୪ ବର୍ଷ । ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସରୁ ଓଲ୍ଲାହୁଥିବା ଅବସ୍ଥାରେ ଏପରି ଘଟିଛି ଅଘଟଣ । ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଘଟିଛି ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login