The Ultimate Managed Hosting Platform
ADVERTISEMENT

ଚନ୍ଦ୍ରୟାନ-୩ : ବଧାଇ ଜଣାଇଲେ ରାଷ୍ଟ୍ରପତି

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ଚନ୍ଦ୍ର ବିଜୟ ନେଇ ବଧାଇ ଜଣାଇଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ସମସ୍ତ ବୈଜ୍ଞାନିକ ଓ ଦେଶବାସୀଙ୍କୁ ବଧାଇ ଦେଲେ । ରାଷ୍ଟ୍ରପତି କହିଛନ୍ତି ଏହା ଏକ ଅବିସ୍ମରଣୀୟ ମୂହୁର୍ତ୍ତ ଏବଂ ଏହା ଭାରତକୁ ଗର୍ବିତ କରିଛି । ଚନ୍ଦ୍ର ଅବତରଣ ଲାଇଭ କାଷ୍ଟ ଦେଖିବା ପରେ ରାଷ୍ଟ୍ରପତି କହିଛନ୍ତି କି , ଚନ୍ଦ୍ରଯାନ -୩ର ଅବତରଣ ସହ ବୈଜ୍ଞାନିକ ମାନେ ଏକ ଇତିହାସ ସୃଷ୍ଟି କରିଛନ୍ତି । ଏହା ଏଭଳି ଏକ ଘଟଣା ଯାହା ଜୀବନକାଳରେ ଥରେ ଘଟିଥାଏ । ଇସ୍ରୋ ଏବଂ ଚନ୍ଦ୍ରଯାନ -୩ରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା । ଚନ୍ଦ୍ରଯାନ ଅବତରଣ କେବଳ ଇଚ୍ଛିହାସ ସୃଷ୍ଟି କରିନି ବରଂ ଭୂଗୋଳର ବିଚାରକୁ ଆଉ ଏକ ନୂଆ ରୂପ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login