The Ultimate Managed Hosting Platform
ADVERTISEMENT

ଚଢିଗଲା ଟ୍ରାକ୍ଟର ; ପୁଅ ମୃତ, ମାଆ ଗୁରୁତର

Facebook
Twitter
LinkedIn

ଅନୁଗୁଳ :ମାଆପୁଅଙ୍କ ଉପରେ ଚଢିଗଲା ଟ୍ରାକ୍ଟର ।୪ ବର୍ଷର ପୁଅର ଚାଲିଗଲା ଜୀବନ । ଅନୁଗୁଳ କିଶୋରନଗର କରମକଟା ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଶୀତ ପାଇଁ ଘର ବାହାରେ ଖରାରେ ବସିଥିବା ବେଳେ ଚଢିଗଲା ଟ୍ରାକ୍ଟର । ଗୁରୁତର ମା ଅନୁଗୁଳ ମେଡିକାଲ ସ୍ଥାନାନ୍ତର । ତେବେ ଡ୍ରାଇଭର ଗିରଫ ହୋଇଛି । କିଶୋରନଗର ଥାନା ଅଧିକାରୀ ଏବଂ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ କୁମାର ତାଓଡ଼ିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login