June 24, 2024 7:05 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଘାଟିରୁ ଖସିଲା ପିକଅପ : ଚାଲିଗଲା ୨ ଜଣଙ୍କର ଜୀବନ

Facebook
Twitter
LinkedIn

ସୁନ୍ଦରଗଡ: ୨୦ ଫୁଟ ତଳକୁ ଖସିଲା ପିକଅପ , ୨ ମହିଳା ଶ୍ରମିକଙ୍କ ଚାଲିଗଲା ଜୀବନ । ହେମଗିରି ଥାନା ଉସତାଲି ଘାଟିରୁ ତଳକୁ ଖସିଲା ପିକଅପ । ୫ରୁ ଅଧିକ ଗୁରୁତର ଶ୍ରମିକଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି । ରାସ୍ତା କାମ ପାଇଁ ହେମଗିରିରୁ ଡୁଡୁକା ଯାଉଥିଲେ ୭ରୁ ଅଧିକ ଶ୍ରମିକ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login