ଆନନ୍ଦପୁର : ୩ ଝିଅ ନିଖୋଜ । ଗୋଟିଏ ଗାଁର ୨ ଯୁବତୀ ଓ ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଛନ୍ତି । ଘଷିପୁରା ଥାନା ଚଅଁମୁଇଁ ଗାଁରୁ କାଲିଠାରୁ ନିଖୋଜ ହୋଇଛି ୩ ଜଣ ଝିଅ । ନିଖୋଜଙ୍କର ବୟସ ଯଥାକ୍ରମେ ୨୨, ୧୮ ଓ ୧୫ ହୋଇଥିବା ସୂଚନ ରହିଛିା । ଘଷିପୁରା ଥାନାରେ ନିଖୋଜ ନେଇ ଅଭିଯୋଗ କଲେ ପରିବାର ଲୋକେ । ପୋଲିସ ତଦନ୍ତ ଆରମ୍ଭ କରିଛି ।
Views: 32