The Ultimate Managed Hosting Platform
ADVERTISEMENT

ଘର ଭିତରେ ପଶି ଗୁଳିମାଡ

Facebook
Twitter
LinkedIn

ଅନୁଗୁଳ :ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ । ଅନୁଗୁଳରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ ହୋଇଛି । ବାଗଡିଆ ଥାନା ବାଗଡିଆରେ ଘର ଭିତରେ ଗୁଳିମାଡ । ଯୁବକ ମିଲୁ ବେହେରାଙ୍କ ଗୋଡରେ ବାଜିଛି ଗୁଳି , ଛେଣ୍ଡିପଦା ମେଡିକାଲରେ ହୋଇଛନ୍ତି ଭର୍ତ୍ତି । ସୂଚନା ଅନୁସାରେ ମିଲୁ ବେହେରା ଓ ତାଙ୍କ ଭିଣୋଇଙ୍କ ବଡ଼ ଭାଇ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କିଛି ଦିନ ହେଲା ପାରିବାରିକ କଳହ ଲାଗିଥିଲା । ଆଜି ଗଣ୍ତଗୋଳ ଉଗ୍ରରୁପ ନେଇଥିଲା । ଫଳରେ ପ୍ରଶାନ୍ତଙ୍କ ବନ୍ଧୁକ ଗୁଳିରେ ମିଲୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ବାଗଡିଆ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login