The Ultimate Managed Hosting Platform
ADVERTISEMENT

ଘର ବାରଣ୍ଡାରେ ମୃତଦେହ

Facebook
Twitter
LinkedIn

ବ୍ରହ୍ମଗିରି : ଘର ବାରଣ୍ଡାରେ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଗୋପ ଗାଁରେ ୨୪ ଘଣ୍ଟା ଧରି ପଡି ରହିଛି ମୃତଦେହ । ମୃତକ ଜଣକ ପଶ୍ଚିମବଙ୍ଗର ହୋଇଥିବା ଜଚ୍ଚାପଡିଛି । ସେହି ଘରେ ସେ ଭଡା ରହୁଥିଲେ । ମୃତଦେହ ଦୀର୍ଘ ସମୟ ଯାଏଁ ପଡି ରହିବାରୁ ଚାପା ଉତ୍ତେଜନା ଦେଖା ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login