The Ultimate Managed Hosting Platform
ADVERTISEMENT

ଘରେ ପୂରାଇ ତାଲା ଦେଇ ବୁଲାଇଲେ କଳାକନା

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଘରେ ପୁରାଇ ତାଲା ପକାଇ ଲୁଟିଲେ । ପରିବାର ଲୋକଙ୍କୁ ଘରେ ତାଲା ଦେଇ ଟଙ୍କା ଓ ସୁନା ଲୁଟିଲେ ଡକାୟତ । ଭୁବନେଶ୍ୱର ନନ୍ଦନକାନନ ଥାନା ମାରୁତି ବିହାର ଅଞ୍ଚଳରେ ଡକାୟତି । କାଲି ବିଳମ୍ବିତ ରାତିରରେ ୭ରୁ ୮ ଜଣ ଡକାୟତ ଘରେ ପଶିଥିଲେ । ପରିବାର ଲୋକଙ୍କୁ ଭୟଭୀତ କରି ଗୋଟିଏ ଘରେ ପୁରାଇ ଦେଇଥିଲେ । ଘର ଲୋକଙ୍କୁ ତାଲା ଠୁଙ୍କି ଟଙ୍କା , ସୁନା ଗହଣା ନେଇ ଚମ୍ପଟ ମାରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login