The Ultimate Managed Hosting Platform
ADVERTISEMENT

ଘରେ ପଶି ହାଣିଲେ ମାଓବାଦୀ !

Facebook
Twitter
LinkedIn

ମାଲକାନଗିରି : ଘରେ ପଶି ଯୁବକଙ୍କୁ ହାଣିଦେଲେ ମାଓବାଦୀ ! ପୋଲିସ ଇନଫର୍ମର ସନେ୍ଦହରେ ଘରେ ପଶି ହାଣିଲେ ମାଓବାଦୀ । ଛତିଶଗଡ ବିଜାପୁର କେଶମୁଣ୍ଡି ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନେ୍ଦହରେ କୁରାଢିରେ ହାଣି ହତ୍ୟା କଲେ । ମୃତକ ଜଣକ କେଶମୁଣ୍ଡି ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ୟ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login