The Ultimate Managed Hosting Platform
ADVERTISEMENT

ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ

Facebook
Twitter
LinkedIn

ଭଦ୍ରକ: ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ । ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରଘୁନାଥ ପାଢୀଙ୍କୁ ଛୁରାମାଡ । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୁତ୍ତଙ୍କ ଛୁରାମାଡ । ଦେହର ୭ରୁ ଅଧିକ ସ୍ଥାନରେ ଦୁର୍ବୁତ୍ତଙ୍କ ଛୁରାମାଡ । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଚୋରି ଉଦେ୍ଦଶ୍ୟରେ ଦୁର୍ବୁତ୍ତ ଛୁରାମାଡ କରିଥିବା ଅନୁମାନ । ସୂଚନା ଅନୁୟାୟୀ ଗତକାଲି ରାତିରେ ରଘୁନାଥଙ୍କ ଘରେ ଚୋରି ପାଇଁ ପଶିଥିଲେ ଚୋର। ପ୍ରତିବାଦ କରିବାରୁ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login