The Ultimate Managed Hosting Platform
ADVERTISEMENT

ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ । ୧୧ ବର୍ଷିୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ସୂଚନା । ରାଜନଗର ଥାନା ବଳରାମପୁର ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଘର। ଘର ଭିତରେ ଥିବା ଭାଇ ଭଉଣୀ ଜୀଅନ୍ତା ଜଳିଯାଇଛନ୍ତି। ଗାଁର ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଥିଲା। ସୁକାନ୍ତ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ମାଆ ଅନିତା ଘର ବାହାରେ କାମ କରୁଥିଲେ ଜ୍ଝ ଘର ଭିତରେ ୧୧ ବର୍ଷର ଝିଅ ଅନୁପମା ସାହାଣୀ ଓ ପୁଅ ରିଷି ସାହାଣୀ ଚିତ୍କାର କରୁଥିଲେ ଜ୍ଝ ନିଆଁ ଏତେ ଜୋରରେ ଲାଗିଥିଲା ଯେ ଘର ମଧ୍ୟକୁ କେହି ପଶି ପାରିନଥିଲେ ଜ୍ଝ ଘର ଭିତରକୁ ପଶିବା ପୂର୍ବରୁ ଦୁଇ ଭାଇ ଭଉଣୀ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ଦମକଳ ବାହିନୀ ଦ୍ବାରା ନିଆଁ ଲିଭା କାର୍ୟ୍ୟ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login