The Ultimate Managed Hosting Platform
ADVERTISEMENT

ଘଟଣାର ଅଜବ ମୋଡ଼; ସୁମିତଙ୍କ ଘର ଆଗରୁ ତପସ୍ୱିନୀଙ୍କୁ ହଟିବାକୁ ପିଟିସନ ଦାଖଲ

Facebook
Twitter
LinkedIn

ବ୍ରହ୍ମପୁର : ଦିନକୁ ଦିନ ତପସ୍ୱିନୀ ଓ ସୁମିତଙ୍କ ବିବାଦ ବଢ଼ିବାରେ ଲାଗିଛି । ପୂର୍ବରୁ ୨୦ ଦିନ ଏବଂ ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ । ତେବେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ଆଉ ଏକ ପିଟିସନ ଦାଖଲ କରିଛନ୍ତି । ଏଥି ସହ ଘର ସମ୍ମୁଖରୁ ତପସ୍ୱିନୀ ହଟିବା ପାଇଁ ଏକ ପିଟିସନ ମଧ୍ୟ ଦାଖଲ ହୋଇଛି । ତେବେ ତପସ୍ୱିନୀ ଶଶୁରଘର ସମ୍ମୁଖରେ ବସିବା ନିୟମ ବିରୁଦ୍ଧ ବୋଲି କୁହାଯାଉଥିବା ବେଳେ, ଏହା ଦ୍ୱାରା ଘର ପାଖରେ ଥିବା ପଡୋଶୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ପତ୍ନୀର ମର‌୍ୟ୍ୟାଦା ପାଇବାକୁ ସୁମିତଙ୍କ ଘର ବାରଣ୍ଡାରେ ତପସ୍ୱିନୀ ବସି ରହିଛନ୍ତି । ଅନ୍ୟପଟେ ସୋମବାର ରାତିର ଘଟଣା ପରଠୁ ବ୍ରହ୍ମାନଗର ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ଏହାକୁ ନେଇ ଦୁଇଦିନ ମଧ୍ୟରେ ହାଇକୋର୍ଟ ପିଆଇଏଲ୍ ପାଇଁ ଓକିଲ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login