The Ultimate Managed Hosting Platform
ADVERTISEMENT

ଗୋ-ଚାଲାଣ ବେଳେ କଣ୍ଟେନର୍ ଜବତ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ୍‌

Facebook
Twitter
LinkedIn

ମହାଙ୍ଗା : ୫୦ ରୁ ଉର୍ଦ୍ଧ୍ୱ ବେଆଇନ ଗୋ ଚାଲାଣ ହେବା ସମୟରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଏହାକୁ ଉଦ୍ଧାର କରିଛି । ଗତକାଲି ରାତି ୨ ଘଟିକା ସମୟରେ ବାଲିଚନ୍ଦ୍ରପୁରର ନଳିପୁର ଜାତୀୟ ରାଜପଥ ନିକଟରୁ ଏକ କଣ୍ଟେନର ନମ୍ବର OR04 – 7989 ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବେଆଇନ ଗୋ ଚାଲାଣ ହେବା ସମୟରେ ବାଲିଚନ୍ଦ୍ରପୁର ଥାନା ଏହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ତେବେ ଏହି ଘଟଣାରେ ଡ୍ରାଇଭର ସମେତ ୪ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ତେବେ ଗାଇଗୁଡ଼ିକୁ ମାହାଙ୍ଗା ସ୍ଥିତ ଅନନ୍ତ ଗୋପାଳ ସେବାଶ୍ରମରେ ଥିବା ଗୋଶାଳାର ଜିମା ଦେଇଛି ବାଲିଚନ୍ଦ୍ରପୁର ଥାନା । ପ୍ରାୟ ସମସ୍ତ ଗାଈଗୁଡ଼ିକର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଦେଖିବାକୁ ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

Login