ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସକୁ କୋର୍ଟରେ ହାଜର । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟରେ ହାଜର । ଦୋଷମୁକ୍ତ ପାଇଁ ଗୋପାଳର ଡିସଚାର୍ଜ ପିଟିସନ ଖାରଜ । ନବ ଦାସ ହତ୍ୟା ମାମଲାରେ ଚାର୍ଜ ଫ୍ରେମ କଲେ କୋର୍ଟ । ଗୋପାଳ ଦାସ ବିରୋଧରେ ହେଲା ଚାର୍ଜ ଫ୍ରେମ । ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା। ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିବା ଆଇନଜୀବୀ ନରେଶ ନାୟକ କହିଛନ୍ତି।ଅକ୍ଟୋବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।
Views: 76