The Ultimate Managed Hosting Platform
ADVERTISEMENT

ଗୋପାଳପୁର ଠାରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

Facebook
Twitter
LinkedIn

ଗୋପାଳପୁର : ଗୋପାଳପୁର ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୋପାଳପୁର ତୋଟାଲାମ୍ମା ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ମୁତ୍ୟାଲାମ୍ମା ମନ୍ଦିର ଠାରେ ପହଞ୍ଚିଥିଲେ। ଏଥିରେ ଏକ ରଥ ବାହାର କରାଯାଇ ଗୋପାଳପୁରର ପ୍ରତ୍ୟେକ ଘରୁ ଉକ୍ତ କଳସରେ ମାଟି ସଂଗ୍ରହ କରାଯାଇଥିଲା। ପରେ ଦିଲ୍ଲୀରେ ସହିଦ ମାନଙ୍କ ଉଦ୍ଧେଶ୍ୟରେ ନିର୍ମିତ ହେବାକୁ ଯାଉଥିବା ଅମୃତବାଟିକାରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆସନ୍ତା ୩୧.୧୦.୨୦୨୩ ତାରିଖରେ ସ୍ଥାପନା କରାଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୋପାଳପୁର ବିଜେପି ନଗର ସଭାପତି ପଞ୍ଚୁ ବେହେରା, ଗଞ୍ଜାମ ଜିଲ୍ଲା ବିଜେପି ଉପ ସଭାପତି ଡ଼ଃ ସୁବାଷ ସାହୁ ରାମାରାଓ,ସଂଞ୍ଜୟ କୁମାର ଗନ୍ତାୟତ,କାଲେସୁଙ୍କ ସମେତ ବହୁ ବିଜେପି କାର୍ୟ୍ୟକର୍ତ୍ତା ଏବଂ ଗୋପାଳପୁର ବାସିନ୍ଦା ଉପସ୍ଥିତ ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login