The Ultimate Managed Hosting Platform
ADVERTISEMENT

ଗୋଠଛଡା ହାତୀର ଆତଙ୍କ ଜାରି

Facebook
Twitter
LinkedIn

କଳାହାଣ୍ଡି : କଳାହାଣ୍ଡିରେ ୨ ଦିନ ହେଲା ଏକ ଗୋଠଛଡା ହାତୀ ଆତଙ୍କ ଚଳାଇଛି । ଜୁନାଗଡ , ଧର୍ମଗଡ ଓ କୋସରାରେ ହାତୀ ଯୋଗୁଁ ଲୋକେ ଭୟଭୀତ ।ହାତୀଟି ଗତକାଲି ଗଡିଆଯୋରରେ ଜଣଙ୍କୁ ଦଳିଦେଇଥିଲା । ଆଜି କୋକସରା ବ୍ଲକ ଝାରବନ୍ଧ ଅଞ୍ଚଳରେ ବୁଲୁଛି ଗୋଠଛଡା ହାତୀ । ହାତୀ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ । ହାତୀ ଘଉଡାଇବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନାକେଦମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login