ବ୍ୟୁରୋ : ଅଦାର ଅନେକ ଲାଭ ଅଛି । ଅଦାରେ ଭିଟାମିନ୍ ସି’, ଆୟରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଜିଙ୍କ୍ ଏବଂ ଅନେକ ମିନେରାଲ୍ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳେ ଖାଲି ପେଟରେ ଅଦା ପାଣି ପିଅନ୍ତି, ତେବେ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବ ।
ଅଦାରେ ଏପରି ଗୁଣ ଅଛି ଯାହା ଏହାକୁ ବ୍ଲଡ୍ ଶୁଗାର ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ କରିଥାଏ । ଅଦା ପାଣି ପିଇବା ଦ୍ବାରା ବ୍ଲଡ୍ ଶୁଗାରକୁ କଣ୍ଟ୍ରୋଲରେ ରହିଥାଏ । ବ୍ଲଡ୍ ଘୁକାର ରୋଗୀମାନେ ସକାଳେ ଅଦା ପାଣି ନିଶ୍ଚିତ ଭାବରେ ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟର ଦୂର ହେବାକୁ ଲାଗିବ ।
ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ବାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏଥି ସହ ଆପଣଙ୍କ ହାର୍ଟ ସୁସ୍ଥ ରହିବା ମାତ୍ରେ ଆପଣ ମଧ୍ୟ ଶକ୍ତିଶାଳୀ ରହିପାରିବେ । ଏହା ସାହାଯ୍ୟରେ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ଶିରାରେ ଫୁଲା ମଧ୍ୟ କମିଯିବ । ଯାହା ଦ୍ବାରା ହାର୍ଟକୁ ରକ୍ତ ପ୍ରବାହ ଭଲ ହେବ ।
ଅଦା ପାଣି ପିଇବା ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠୀରେ ଯେଉଁ ଫୁଲା ହେଉଛି ତାହା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି ତେବେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହ ଅଦା ପାଣି ପିଇବା ଅଭ୍ୟାସ୍ କରନ୍ତୁ ।
ଗୋଟିଏ ସପ୍ତାହ ପିଅନ୍ତୁ ଅଦା ପାଣି.. ମିଳିବ ଏହି ସବୁ ଫାଇଦା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











