ପୋଲସରା : ପୁରୁଷୋତ୍ତମପୁର ଥାନା ସିକୁଳା ଗାଁରେ ଗୁଳିମାଡ । ପୂର୍ବ ଶତ୍ରୁତାରୁ ଗୁଳିମାଡ ସହ ଜଚ୍ଚଙ୍କୁ ଖତ୍ପାରେ ହାଣିଲେ ଦୁର୍ବୃତ୍ତା ଘର ବାହାରେ ବସିଥିବା ବେଳେ ଆକ୍ରମଣ କରି ଦୁର୍ବୃତ୍ତ ଚମ୍ପଟ । ପେଟରେ ଗୁଳି ବାଜିଛି , ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ମା’ ର ତଣ୍ଟି ଚିପି ମାରିଲା ପୁଅ
Views: 89