The Ultimate Managed Hosting Platform
ADVERTISEMENT

ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ୟୁକ୍ରେନରେ ପରିସ୍ଥିତି ଦେଖି ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଏହି ବୈଠକରେ ୟୁକ୍ରେନରେ ଫସି ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ନେଇ ଆଲୋଚନା ହେଉଛି । ସୂଚନା ଥାଉ କି, ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ ଡାକୁଛନ୍ତି । କାରଣ ୟୁକ୍ରେନରେ ଭାରତର ପ୍ରାୟ ୨୦ହଜାର ଛାତ୍ରଛାତ୍ରୀ ଫଶି ରହିଛନ୍ତି । ପ୍ରତ୍ୟେକ ଦିନ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଉଛି

ପ୍ରଧାନମନ୍ତ୍ରୀ ଏଭଳି ବୈଠକ ଏମିତି ସମୟରେ ଡାକିଛନ୍ତି ଯେଉଁଠି ଋଷ ୟୁକ୍ରେନ ଉପରେ ଯୁଦ୍ଧ ତୀବ୍ର କରିଛି । ଏହି ଆକ୍ରମଣରେ ଲଗାତାର ମଙ୍ଗଳବାର ଓ ବୁଧବାର ଜଣେ ଲେଖାଏଁ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଛି । ଏହାବ୍ୟତୀତ ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

ADVERTISEMENT

Login