The Ultimate Managed Hosting Platform
ADVERTISEMENT

ଗୁରୁତର ଅବସ୍ଥାରେ ସ୍ଵର ସାମ୍ରାଜ୍ଞୀ

Facebook
Twitter
LinkedIn

କରୋନା କବଳରେ ସାରା ବିଶ୍ୱ । ପୂରା ଦୁନିଆକୁ କଲବଲ କଲାଣି ଏହି ମହାମାରୀ । ତେବେ ଏଥିରୁ ବାଦ ପଡିନାହାନ୍ତି ଜଣାଶୁଣା ଅଭିନେତା, ଅଭିନେତ୍ରୀ ତଥା ରାଜ ନେତା । ଏବେ ଏହି ଲିଷ୍ଟର ସାମିଲ ହୋଇଛନ୍ତି ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ।

ତାଙ୍କ ଠାରେ କୋଭିଡ ଥିବା ସ୍ପଷ୍ଟ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାରର ଜଣେ ସଦସ୍ୟ କହିଛନ୍ତି ତାଙ୍କ ଠାରେ କୋଭିଡର ସାମାନ୍ୟ ଲକ୍ଷଣ ଅଛି । ତେବେ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି । ୯୨ ବର୍ଷୀୟ ଲତା ମଙ୍ଗେସକରଙ୍କ ଭାଣିଜୀ ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login