The Ultimate Managed Hosting Platform
ADVERTISEMENT

ଗୁଣି ସନେ୍ଦହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ପିଟିପିଟି ନେଇଗଲେ ଜୀବନ

Facebook
Twitter
LinkedIn

ଗୁଣପୁର : ଗୁଣି ସନେ୍ଦହରେ ସଂଘବଦ୍ଧ ଆକ୍ରମଣ । ପିଟିପିଟି ନେଇଗଲେ ଜୀବନ । ପଦ୍ମପୁର ହାଟପଦା ସାହିର ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନ ନେଇଗଲେ । ସଂଘବଦ୍ଧ ଆକ୍ରମଣରେ ଭୈରବ ସାହୁଙ୍କ ମୃତ୍ୟୁ । ଘଟଣାସ୍ଥଳକୁ ଯାଇଥିବା ପଦ୍ମପୁର ଆଇଆଇସିଙ୍କୁ ମଧ୍ୟ ଆକ୍ରମଣ । ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଖୋଳତାଡ । ୨ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗୁଣି କରି ବ୍ୟକ୍ତିଙ୍କୁ ମାରି ଦିଆଯାଇଥିବା ସନେ୍ଦହରେ ଆକ୍ରମଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login