ଗୁଣି ସନେ୍ଦହରେ ଟାଙ୍ଗିଆରେ ହାଣି ହତ୍ୟା

ରେଢାଖୋଲ : ଗୁଣି ସନେ୍ଦହରେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । କିସିଣ୍ଡା ଥାନା ପାଣିଗୁରା ପଞ୍ଚାୟତ ଡିମିରିକୁଦା ଗାଁରେ ବୀଭତ୍ସ ହତ୍ୟା । ଘରେ ପଶି ଗାଁର ୪ ଜଣ ଟାଙ୍ଗିଆରେ ଆକ୍ରମଣ କରିଥିବା ସୂଚନା । ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ । ଅଭିଯୋଗ ଅନୁଯାୟୀ, ୫୫ ବର୍ଷୀୟ ବୃଦ୍ଧ ମଣିଚରଣ ରାତିରେ ଶୋଇଥିବାବେଳେ ପଡୋଶୀ ଘର କବାଟ ଭାଙ୍ଗି ଅଜୁ ମହାରଣା ଓ ତାଙ୍କର ଦୁଇ ପୁଅ ଶାବଳରେ ବାରମ୍ବାର … Continue reading ଗୁଣି ସନେ୍ଦହରେ ଟାଙ୍ଗିଆରେ ହାଣି ହତ୍ୟା