ଭୁବନେଶ୍ୱର : ଗୁଡ୍ଡୁ ମୁସଲିମ୍ ଲିଙ୍କରେ ବରଗଡରେ ୟୁପି ଏସଟିଏଫର ତନାଘନା ସୂଚନା । ଭଟଲି ଛଳର ଜଣେ ବ୍ୟକ୍ତିଙ୍କୁ ୟୁପି ଏସଟିଏଫ ପଚରାଉଚରା କରିଥିବା ସୂଚନା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଗୁଡ୍ଡୁ ମୁସଲିମର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା । ମୋବାଇଲ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ପାଇ ବରଗଡ ଆସିଥିଲା ଏସଟିଏଫ । ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍ । ବୋମା ଭିଡିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ । ଗୁଡ୍ଡୁର ଶେଷ ଲୋକେସନ ପୁରୀରୁ ପାଇଥିଲା ୟୁପି ଏସଟିଏଫ ।
Views: 98











