The Ultimate Managed Hosting Platform
ADVERTISEMENT

ଗିରଫ ହେଲେ କୋଟିପତି ଡାଟା ଏଣ୍ଟ୍ରି ଅପରେଟର

Facebook
Twitter
LinkedIn

ଜୟପୁର : ଗିରଫ ହେଲେ କୋଟିପତି ଡାଟା ଏଣ୍ଟ୍ରି ଅପରେଟର । କୋରାପୁଟ କୋଟପାଡ଼ ବାଟସଣା ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପାର୍ଥସାରଥୀ ବିଷୋୟୀ ଗିରଫ ହୋଇଛନ୍ତି । ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା । କୋରାପୁଟ ବୋରିଗୁମାରେ ରହିଛି ପାର୍ଥ ସାରଥୀଙ୍କର ୩ଟି ବିଲ୍ଡିଂ । ବୋରିଗୁମା ଚମ୍ପିଆରେ ରହିଛି ଗୋଟିଏ କାଜୁ ପ୍ରସେସିଂ ୟୁନିଟ୍ । ସେହିପରି ବିଭିନ୍ନ ସ୍ଥାନରେ ରହିଛି ୧୬ଟି ପ୍ଲଟ୍ । ଚଢ଼ଉ ବେଳେ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ମିଳିଛି । ସେହିପରି ୨୮୫ ଗ୍ରାମ ସୁନା ଏବଂ ୭୦୬ ଗ୍ରାମ୍ ରୁପା ଅଳଙ୍କାର ମିଳିଛି । ପାର୍ଥ ସାରଥୀଙ୍କର ଦୁଇଟି କଂକ୍ରିଟ ମିକ୍ସଚର ମେସିନ, ଦୁଇଟି ଧାନ ବେଙ୍ଗଳା ମେସିନ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଓ ୩ଟି ଦୁଇ ଚକିଆ ଯାନ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login