ଖୋର୍ଦ୍ଧା : ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଗାଡି ଓଲଟି ୬ ଆହତ । ଛତିଶଗଡ ଯାଉଥିବା ବେଳେ ବୋଲଗଡ ନିକଟରେ ଓଲଟିଲା ଗାଡି । ଆହତ ୬ ଆଇଟିବିପି ଯବାନ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ।
Views: 96
ଖୋର୍ଦ୍ଧା : ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଗାଡି ଓଲଟି ୬ ଆହତ । ଛତିଶଗଡ ଯାଉଥିବା ବେଳେ ବୋଲଗଡ ନିକଟରେ ଓଲଟିଲା ଗାଡି । ଆହତ ୬ ଆଇଟିବିପି ଯବାନ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ।
ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...
ନବରଙ୍ଗପୁର : ପକ୍କା ରାସ୍ତା ନ ଥିବାରୁ ଖଟିଆରେ ଅଣାଗଲା ମୃତଦେହ । ୨ କିମି ଖଟିଆରେ ବୁହା ହୋଇ ଅଣାଗଲା ମହିଳାଙ୍କ ମୃତଦେହ । ପାପଡାହାଣ୍ଡି...
ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...