The Ultimate Managed Hosting Platform
ADVERTISEMENT

ଗାଁ ସାରା ପୋକ ସାଲୁବାଲୁ , ଚିନ୍ତାରେ ଅଞ୍ଚଳବାସୀ

Facebook
Twitter
LinkedIn

ବାଲେଶ୍ୱର: କଳା ରଙ୍ଗର ପୋକ । ଚାରିଆଡେ ଖାଲି ପୋକ ସାଲୁବାଲୁ । କେଉଁଠି ବି ପାଦ ପକାଇବା ମୁସକିଲ । ଖାଦ୍ୟ ଓ ପାନୀୟ ଜଳରୁ ବାହାରୁଛି ଅଜଣା ପୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜମ୍ବେଶ୍ବରପୁରରେ ପୋକକୁ ନେଇ ଆତଙ୍କ । ଇଏ କେଉଁ ପୋକ ? କେଉଁଠୁ ଆସୁଛି ? ତାହା କହାରିକୁ ବି ଜଣାନାହିଁ । କିନ୍ତୁ ଗାଁ ନିକଟସ୍ଥ କ୍ଷେତରୁ ଗାଁ ଭିତରକୁ ପୋକ ଆସୁଥିବା ଅନୁମାନ କରାଯାଉଛି । ପୋକ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଛି । ଏହାକୁ ନେଇ ପ୍ରଶାସନର ସହାୟତା ନେଇଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ଓୟୁଏଟିର କୀଟତତ୍ତ୍ବ ବିଭାଗର ଚାରିଜଣିଆ ଟିମ୍ । ପରୀକ୍ଷଣ ପାଇଁ ପୋକର ନମୁନା ଓୟୁଏଟିକୁ ପଠାଯାଇଛି । ପେଣ୍ଟାଟୋମିଡ ବଗ୍ ପ୍ରଜାତିର ଏହି ପୋକ ବୋଲି କହିଛନ୍ତି ବିଶେଷଜ୍ଞ । ଘର ଚାରିପଟେ କେମିକାଲ ସ୍ପେ କରିବାକୁ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login