ନୂଆପଡା : ସରୁନି ବାଘ ଆତଙ୍କ , ଗାଁ ମୁହାଁ ଆଉ ଏକ ବାଘ । ସଦରରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ । ବାଘ ବୁଲୁଥିବା ଦେଖି ବନ ବିଭାଗକୁ ଖବର ଦେଲେ ଲୋକେ । ରାତିରେ ଗୋଟିଏ କଲରାପତରିଆ ବାଘକୁ ଧରିଥିଲା ବନ ବିଭାଗ । ବାଘକୁ ନୂଆପଡ଼ା ବନବିଭାଗ କାର୍ୟ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା।
Views: 80