The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଗାଁ ବନ୍ଧରେ ୧୦ ହାତୀ

Facebook
Twitter
LinkedIn

କେନ୍ଦୁଝର : କଣ୍ଡରାପଶି ଗାଁରେ ହାତୀପଲ । ଗାଁରେ ଥିବା ବନ୍ଧରେ ପଶିଛନ୍ତି ହାତୀ ପଲ । ଛୁଆ ହାତୀ ନିଖୋଜ ହେବା ପରେ ପ୍ରାୟ ୧୦ ହାତୀ କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମ ନିକଟ ଥିବା ବନ୍ଧରେ ପଶିଥିବା ଦେଖିବାକୁ ମିଳିଛି । ଗତ ରାତିରେ ହାତୀଗୁଡ଼ିକ ଗ୍ରାମ ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । କିନ୍ତୁ ବନ୍ଧ ପାଖରେ ହାତୀପଲ ଫସି ରହିଯାଇଥିଲେ । ହାତୀପଲକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଚାଷ ସହ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଦାବି ହୋଇଛି । ସେପଟେ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନ ବିଭାଗ ଓ ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login