The Ultimate Managed Hosting Platform
ADVERTISEMENT

ଗତ ୨୪ ଘଣ୍ଟା ମଧ୍ୟରେ ୧0 ହଜାର ୩ ଶହ ୬୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ, ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୧0 ହଜାର ୩ ଶହ ୬୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ, ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | କେବଳ ଖୋର୍ଦ୍ଧାରୁ ସର୍ବମୋଟ ୩ ହଜାର ୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି | ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୨୩୪ କୋଭିଡ ଟେଷ୍ଟିଂ ହୋଇସାରିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍‌ କେସ୍‌ ରହିଛି ୮୮ ହଜାର ୩୪୬ | ଟିପିଆର ରେଡ ଜୋନରେ ୨୩ଟି ଜିଲ୍ଲା ରହିଥିବା ବେଳେ ଆକ୍ଟିଭ କେସ୍‌ ରେଡ୍‌ ଜୋନରେ ୫ଟି ଜିଲ୍ଲା ରହିଛି । ଆକ୍ଟିଭ କେସର ୨ ପ୍ରତିଶତ ହସପିଟାଲରେ ଭର୍ତ୍ତି ହେଉଛନ୍ତି | ଏବଂ ହସ୍ପିଟାଲରେ ୯୦ ପ୍ରତିଶତ ବେଡ ଖାଲି ରହିଛି | ୦ ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୧ ହଜାର ୯୦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login