ଗଣ୍ଡିମୁଣ୍ଡା ଅଲଗା କରି ବୀଭତ୍ସ ହତ୍ୟା

ବଲାଙ୍ଗୀର : ଯୁବକଙ୍କୁ ଗଣ୍ଡିମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା । ବନ୍ଦ ଘର ଭିତରୁ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର । ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଉଦ୍ଧାର । ଗୋଡ , ମୁ୍ଣ୍ଡ, ହାତ ସବୁ କାଟି ପଲିଥିନରେ ଭର୍ତ୍ତି କରାଯାଇଛି । ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ କହିଲେ ଏସଡିପିଓ ତୋଫାନ ବାଗ୍ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତ କବାଟ ଭାଙ୍ଗି ବାହାର କଲା ପୋଲିସ । କିଛି ଦିନ ତଳେ … Continue reading ଗଣ୍ଡିମୁଣ୍ଡା ଅଲଗା କରି ବୀଭତ୍ସ ହତ୍ୟା