The Ultimate Managed Hosting Platform
ADVERTISEMENT

ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ମୋହନ ମାଝୀ

Facebook
Twitter
LinkedIn

ଭୁବନେଶ୍ୱର : ଗୃହ ବାହାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ଦୋହରାଇଲେ ମୋହନ ମାଝୀ । ଭାଇରାଲ ହୋଇଥିବା ଗଚ୍ଚିତ ପ୍ରଶ୍ନପତ୍ର ସେଟ୍ ଦେଖାଇ ଅଭିଯୋଗ କଲେ । ମେଧାବୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଅଭିଯୋଗର ସତ୍ୟତା ରହ୍‌ିଛି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।
ଅନ୍ୟପଟେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗୃହ ବାହାରେ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଲିକ୍ ନେଇ କିଛି ଖବର ନଥିବା ସହ , ବିଭାଗ ପାଖରେ ମଧ୍ୟ ନାହିଁ ବୋଲି କହିଛନ୍ତି ସମୀର ଦାଶ । ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ କଥା ହୋଇଥିବା ନେଇ କହିଲେ । କୈାଣସି ଠାରେ ପ୍ରଶ୍ନପତ୍ର ଲିକ ହୋଇନି , ପରୀକ୍ଷା ଠିକରେ ହୋଇଥିବା ନେଇ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

Login