The Ultimate Managed Hosting Platform
ADVERTISEMENT

ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ପାଟଣାଗଡ : କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ଗ୍ରାମ ନିକଟରୁ ଏକ ଗଛରୁ ଝୁଲନ୍ତା ମୃତଦେ ଠାବ। ମୃତ ଯୁବତୀ ଜଣକ ଦେଓଗାଁ ଥାନା ଡୁମେରପିଟାର ରଞ୍ଜୁ ଦଣ୍ଡସେନା ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏକ ସ୍କୁଟି ଥିବାରୁ ସ୍କୁଟିରେ ଆସି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।ସେହିପରି ନିକଟରେ ତାଙ୍କ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଫୋନ ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗଙ୍ଗାସାଗର ଗ୍ରାମର କିଛି ଲୋକ ଜମିକୁ ଶୌଚ କରିବାକୁ ଯାଇଥିବା ବେଳେ ଯୁବତୀ ଜଣକ ଏକ ପଳାସ ଗଛରେ ନିଜ ଓଢଣିରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ଦେଓଗାଁ ଥାନା ଡୁମେରପିଟାର ରଞ୍ଜୁ ଦଣ୍ଡସେନା ବୋଲି ଜଣାପଡିଛି। ଘଟଣାଟି ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚିଲେ ମୃତଦେହ ଓହ୍ଲାଇବ ବୋଲି ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login