The Ultimate Managed Hosting Platform
ADVERTISEMENT

ଗଗନୟାନର ସଫଳ ଲଞ୍ଚିଂ,୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବ ଇସ୍ରୋ

Facebook
Twitter
LinkedIn


ଅମରାବତୀ : ଆଜି ହୋଇଛି ମିଶନ ଗଗନୟାନର ପ୍ରଥମ ଉଡାଣ ପରୀକ୍ଷଣ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ । ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିବ ମାନବ ବିହୀନ କ୍ରୁ-ମଡେଲ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ମହାକାଶ ଗବେଷଣାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଉ ଏକ ମାଇଲଖୁଣ୍ଟ । ମିଶନ ଗଗନଯାନରେ ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଗଗନଯାନର କ୍ରୁ ମଡ୍ୟୁଲ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା। ସକାଳ ୧୦ଟା ସମୟରେ ହୋଇଥିଲା ଏହି ପରୀକ୍ଷଣ । ଏହା ପରେ ଗଗନଯାନରେ କ୍ରୁ ଏସକେପ୍ ମଡ୍ୟୁଲର ପରୀକ୍ଷଣ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login