The Ultimate Managed Hosting Platform
ADVERTISEMENT

ଖୋଲିଲା ହୀରାକୁଦ ଡ୍ୟାମର ୫ଟି ଗେଟ

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଛାଡିଲା ବନ୍ୟାଜଳ । ଖୋଲିଲା ହୀରାକୁଦ ଡ୍ୟାମର ୫ଟି ଗେଟ । ପୂଜାର୍ଚ୍ଚନା ପରେ ପ୍ରଥମେ ଖୋଲିଲା ୭ ନମ୍ବର ସ୍ଲୁଇସ ଗେଟ୍ । ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ଖୋଲିଲା । ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ।
ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳସ୍ତର । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୧୪.୮୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୬୪ ହଜାର ୬୯୫ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୬୯ କ୍ୟୁସେକ ଜଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login