ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ଜ୍ୟୋତି ମଲହୋତ୍ରାର ହ୍ବାଟସାଆପ୍ ଡିଟେଲ୍ସ । ପାକିସ୍ତାନର ଗୁଇନ୍ଦା ଗିରି କରିଥିବା ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପୁଣି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ହ୍ବାଟସଆପର ଡିଟେଲ୍ସ ଏବେ ଦେଖିବାକୁ ମିଳିଛି । ସେଥିରେ ସେ ଅଲି ହାସନଙ୍କ ସହ ଚାଟ୍ କରିଥିବା ଦେଖିବାକୁ ମିଳିଛି । ଏହି ଚାଟରେ ଅଲି ହାସନ ଜ୍ୟୋତିଙ୍କୁ କହିଛନ୍ତି ଯେ, ତୁମେ ଖୁସିରେ ରୁହ ବୋଲି ମୁଁ ହୃଦୟରୁ ପ୍ରାର୍ଥନା କରୁଛି । ଯାହା ପରେ ଜ୍ୟୋତି ଏକ ହସିବାର ଇମୋଜି ତାଙ୍କୁ ପଠାଇଛନ୍ତି । ଏପଟେ ଜ୍ୟୋତି ତାଙ୍କ ବିବାହ ପାକିସ୍ତାନରେ କରିବାକୁ ଅଲିଙ୍କୁ କହିଛନ୍ତି । ପାକିସ୍ତାନ ସହିତ ତାଙ୍କର ଏକ ଭିନ୍ନ ଧରଣର ଭାବ ପ୍ରବଣତା ରହିଛି ବୋଲି ଏଥିରୁ ଅନୁମାନ କରାଯାଉଛି । ଜ୍ୟୋତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅଲି ହାସନଙ୍କ ସହ ଅନେକ ଦିନ ଧରି ଯୋଗାଯୋଗରେ ରହି ଆସିଥିଲେ । ଅନ୍ୟପଟେ ପୋଲିସ ଯାଞ୍ଚ କରିବା ପରେ ଜ୍ୟୋତିଙ୍କର ୪ଟି ବ୍ୟାଙ୍କ୍ ଆକାଉଣ୍ଟ ସୁରାଖ ପାଇଛି । ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦୁବାଇରେ ଲିଙ୍କ୍ ଥିବା ତଦନ୍ତରୁ ଜଣାପଡିଛି । ତାଙ୍କର କେଉଁ କେଉଁଠୁ ସବୁ ପଇସା କାରବାର ହେଉଛି ତା’ର ଅନୁମାନ କରାଯାଉଛି । ବର୍ତ୍ତମାନ ତାଙ୍କର ଅନ୍ୟ ଆକାଉଣ୍ଟଗୁଡିକର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।
ଖୋଲିଲା ଜ୍ୟୋତିଙ୍କ ଆଉ ଏକ ଗୁମର
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







