ଖୋର୍ଦ୍ଧା : ଖୋର୍ଦ୍ଧା ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ । ପ୍ରାଣୀ ସମ୍ପଦ ପକ୍ଷରୁ ଫାର୍ମରୁ ଯାଇଥିବା ଶ୍ୱାସନାଲି, ମଳଦ୍ୱାର ଓ ମୃତ ନମୁନା ପକ୍ଷୀର ପରେୱାର୍ଡ ଫ୍ଲୁ ପୋସିଟିଭ ଚି଼ହ୍ନଟ ହୋଇଛି । ପ୍ରାଣୀସମ୍ପଦ ବିଭାଗ ପକ୍ଷରୁୃ ସମ୍ପୃକ୍ତ କୁକୁଡ଼ା ଫାର୍ମରେ ଥିବା ୪ ହଜାର ୫୦୭ ଟି କୁକୁଡ଼ା ୮ଟି ଜଜଞ ଦ୍ୱାରା ମରାଯାଇ ପୋତି ଦିଆଯାଇଛି । ଏହାସହ ୨ଟି ଜଜଞ ସର୍ବେକ୍ଷଣ କାର୍ୟ୍ୟରେ ନିୟୋଜିତ ହେଇଛନ୍ତି । ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ ।
Views: 28