The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ , ୬ ବର୍ଷ ଧରି ବନ୍ଦ ରହିଛି

Facebook
Twitter
LinkedIn

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଛି । ଛାତ୍ର ସଂସଦ ନିର୍ବାଚନ ନେଇ ସଂଗଠନ ଗୁଡିକ ଏବେ ପ୍ରସ୍ତୁତି ଚଳେଇଲଣି । ନିର୍ବାଚନ ପାଇଁ ଛାତ୍ର ସଂସଦ ବାରମ୍ବାର ଦାବି କରି ଆସୁଥିଲା । ଏଥିପାଇଁ ଅନେକ ଥର ଆନେ୍ଦାଳନ ମଧ୍ୟ ହୋଇଛି । କୋଭିଡ ପୂର୍ବରୁ ତତକାଳୀନ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଇଥିଲା , ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । କିନ୍ତୁ ଚଳିତ ବର୍ଷ ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏ ନେଇ ପ୍ରସ୍ତୁତି ଆରମ୍ଭ କଲେଣି ଛାତ୍ର ସଂଗଠନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login