The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ଭିସି ପଦ ପୂରଣ ; ରାଜ୍ୟପାଳ

Facebook
Twitter
LinkedIn

ଭୁବନେଶ୍ୱର : ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ ସୂଚନା । ୨-୩ ମାସ ମଧ୍ୟରେ ପୂରଣ ହେବ ଖାଲି ଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ୱ ବିଦ୍ୟାଳୟରେ ଇନଚାର୍ଜ ଭିସି ପାଇଁ ପାଠପଢାରେ ଗୁରୁତର ବାଧା । ରାଜ୍ୟରେ ମୋଟ ୧୭ଟି ବିଶ୍ୱ ବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି । ସାମ୍ବାଦିକଙ୍କ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସୂଚନା । ସ୍କୁଲ ଡ୍ରପ ଆଉଟ ହାରକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଜ୍ୟପାଳ । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ ଆଉଟ ହାର ସବୁଠୁ ଅଧିକ । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ । ମହିଳା ବିରୋଧୀ ହିଂସା ରୋକିବାକୁ ତ୍ୱରିତ ଦଣ୍ଡବିଧାନ ଉପରେ ଗୁରୁତ୍ୱ । ବାଲେଶ୍ୱର , ଗୋପାଳ ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ରଖିଲେ ମତ । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login