The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି ; ବିଜୟପାଲ

Facebook
Twitter
LinkedIn

ଭୁବନେଶ୍ୱର : ଖୁବଶୀଘ୍ର ବୋର୍ଡ ନିଗମ ନିଯୁକ୍ତି କହିଲେ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେପି ତିଆରି କରି ସାରିଛି ତାଲିକା, କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା । ଏବେ ହେବାର ନାହିଁ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ । ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ ନୂଆପଡାରେ ଏକତରଫା ବିଜୟ । ସୂଚନାଯୋଗ୍ୟ, ବିଜୟପାଲ ସିଂ ତୋମାର୍ ଗତ ସେପ୍ଟେମ୍ବର ମାସରେ କହିଥିଲେ, ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଖୁବ ଶୀଘ୍ର ଏନେଇ କାର୍ୟ୍ୟକ୍ରମ ନିର୍ଣ୍ଣୟ ହେବ। ମୋଦୀଜୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି, ସେତେବେଳେ ଓଡ଼ିଶାକୁ କିଛି ନା କିଛି ଦେଇ କରି ଯାଇଥାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡ଼ିଶା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login