The Ultimate Managed Hosting Platform
ADVERTISEMENT

ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଲାଭ

Facebook
Twitter
LinkedIn

ବ୍ୟୁରୋ : ରସୁଣର ଅନେକ ଉପକାରିତା ରହିଛି । ଖାଲି ଖାଦ୍ୟର ସ୍ୱାଦ ଏହା ବଢାଇ ନ ଥାଏ ଆମ ଶରୀରକୁ ମଧ୍ୟ ନୀରୋଗ ରଖିଥାଏ । ଆସନ୍ତୁ ଜାଣିବା ରସୁଣ ଆମ ଶରୀର ପାଇଁ କେତେ ଲାଭ ଦାୟକ ।
ଶରୀରରେ ଥିବା ଭାଇରସଠାରୁ ରସୁଣ ଆମକୁ ରକ୍ଷା କରିଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ରସୁଣ ବ୍ଲଡ଼ ପ୍ରେସର ରୋଗୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ । ଏହା ସଲଫରକୁ ହାଇଡ୍ରୋଜେନ୍ ସଲଫାଇଡରେ ପରିଣତ କରିଥାଏ । ଯାହାଫଳରେ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।
ରସୁଣ ଆଣ୍ଟି-ଇଫ୍ଲେମେଟରୀ ଭଳି ଶରୀରରେ କାମ କରିଥାଏ । ଗଣ୍ଠି ବା ମାଂସପେଶୀ ଯନ୍ତ୍ରଣା ପାଇଁ ଏହା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ ।
ରସୁଣ ବ୍ୟାକ୍ଟେରିଆକୁ ମାରି ସ୍କିନରେ ଚମକ ଆଣିଥାଏ । କଞ୍ଚା ରସୁଣକୁ ବ୍ରଣ ଉପରେ ମାରିବା ଦ୍ବାରା ବ୍ରଣରୁ ରକ୍ଷା ମିଳିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login