ବ୍ୟୁରୋ : ବାପା-ମା ସବୁବେଳେ ଚାହାନ୍ତି ଯେ ତାଙ୍କ ପିଲା ସବୁବେଳେ ସୁସ୍ଥ ରହୁ । ଶାରିରୀକ ଏବଂ ମାନସିକ ସ୍ତରରେ ସେମାନେ ସୁସ୍ଥ ରୁହନ୍ତୁ । ପିଲାମାନଙ୍କ ଶରୀର ଏବଂ ଦିଗାମର ବିକାଶ ପାଇଁ ସେମାନଙ୍କର ଡାଇଟ ଭଲ ହେବା ଜରୁରୀ । ପିଲାମାନଙ୍କ ସୁସ୍ଥ ଶରୀର ସେମାନଙ୍କ ଖାଦ୍ୟ ଶୈଳୀ ଉପରେ ନିର୍ଭର କରେ । ତେଣୁ ଆପଣ ନିଜ ପିଲାଙ୍କୁ ସକାଳୁ ଖାଲି ପେଟରେ କିଛି ଖାଇବାକୁ ଦେବା ଉଚିତ ।
ବାଦାମ- ପିଲାଙ୍କୁ ସବୁବେଳେ ଫିଟ ରଖିବା ପାଇଁ ଭରପୂର ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଉଚିତ । ପିଲାଙ୍କୁ ସକାଳୁ ଖାଲି ପେଟରେ ବାଦାମ ଖାଇବାକୁ ଦେବା ଉଚିତ । ଏହା ଦ୍ୱାରା ଶରୀର ମଜବୁତ ହୋଇଥାଏ ।
ସେଓ- ସେଓକୁ ପ୍ରତ୍ୟେକ ଦିନ ସକାଳୁ ସମସ୍ତ ପିଲା ଖାଇବା ଉଚିତ୍ । ଏହା ପିଲାଙ୍କ ଆଖି ପାଇଁ ଭଲ ହୋଇଥାଏ । ସେଓରେ କ୍ୟାଲସିୟମ , ଆଇରନ ଏବଂ ଜିଙ୍କ ରହିଛି ।
ଉଷୁମ ପାଣି- ସକାଳୁ ଉଠିବା ପରେ ଉଷୁମ ପାଣି ପିଇବା ଉଚିତ୍ । ଏହି ପାଣି ପିଇବା ଦ୍ୱାରା ଅନେକ ରୋଗ ନାଶ ହୋଇଥାଏ । ଆପଣଙ୍କ ପିଲା ଭିତରୁ ପୁରା ଫିଟ ରହିବ ।
କଦଳୀ- ଖାଲି ପେଟରେ ପ୍ରତ୍ୟେକ ଦିନ କଦଳୀ ଖାଇବା ଉଚିତ । ପେଟର ସମସ୍ତ ସମସ୍ୟାକୁ ଦୁରେଇ ରଖିବ କଦଳୀ । କମଜୋର ପିଲାଙ୍କ ପାଇଁ ଏହା ଫାଇଦା ହୋଇଥାଏ ।
ଡାଲି –ଡାଲିରେ ଅନେକ ମାତ୍ରାରେ ପ୍ରୋଟିନ ରହିଥାଏ । ଡାଲି ପାଣିରେ ଆପଣ ପ୍ରୋଟିନ ପାଇପାରିବେ ।ଓଜନ କମ କରିବାରେ ଏହା ମଧ୍ୟ ଫାଇଦା ଦେଇଥାଏ ।
ଖାଲିପେଟରେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହି ୫ଟି ଜିନିଷ , ରୋଗଠୁ ରହିବେ ଦୂରରେ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










