ବୁ୍ୟରୋ : ଖାଲିପେଟରେ ଖାଆନ୍ତୁ ହେଙ୍ଗୁ । ହେଙ୍ଗୁ ଖାଇବା ଦ୍ୱାରାମ ଆପମ ଅନେକ ରୋଗରୁ ସହଜରେ ମୁକ୍ତି ପାଇପାରିବେ । ଏଥିରେ ଥିବା ଗୁଣ ବଦହଜମୀ, ପେଟ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ବହୁତ୍ ଲାଭ ଦାୟକ ହୋଇଥାଏ । ଖାଲି ପେଟରେ ହେଙ୍ଗୁ ଖାଇବାର ଅନେକ ଲାଭ ମଧ୍ୟ ରହିଛି । ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି, ତେବେ ଖାଲି ପେଟରେ ହେଙ୍ଗୁ ଖାଇବା ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ । ହେଙ୍ଗୁରେ ଆଣ୍ଟିଅବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମିଳିଥାଏ । ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ଦୂର କରିବା ପାଇଁ ହେଙ୍ଗୁର ସେବନ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଏପରି ବହୁତ ଲୋକ ଅଛନ୍ତି ଯାହାର କି ସବୁ ଅଧିକାଂଶ ସମୟରେ ମୁଣ୍ଡବିନ୍ଧା ହୋଇଥାଏ । ଏହି ମୁଣ୍ଡବିନ୍ଧା ସମସ୍ୟା ପାଇଁ ବହୁତ କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ସବୁ ସମୟରେ ମୁଣ୍ଡ ବିନ୍ଧୁଛି ଏବଂ ଛାଡୁନାହିଁ, ତେବେ ଖାଲିପେଟରେ ହେଙ୍ଗୁ ଖାଆନ୍ତୁ । ହେଙ୍ଗୁରେ ଥିବା ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମୁଣ୍ଡବିନ୍ଧା ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହେଙ୍ଗୁ ସେବନ କରନ୍ତୁ ।
ଖାଲିପେଟରେ ଖାଆନ୍ତୁ ହେଙ୍ଗୁ, ଦୂର ହେବ ସମସ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











