The Ultimate Managed Hosting Platform
ADVERTISEMENT

ଖାଦ୍ୟ ସନ୍ଧାନରେ ଘରେ ପଶିଲେ ୩ ଭାଲୁ, ଲୋକେ ଆତଙ୍କିତ

Facebook
Twitter
LinkedIn

ମାଲକାନଗିରି : ଘରେ ପଶିଲେ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଘରେ ଫସିଲେ ଭାଲୁା ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୭ ନମ୍ବର ଗାଁରେ ପୁଣି ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ। ରାତି ଅଧରେ ଲୋକଙ୍କ ଘରେ ପଶିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସିସିଟିଭିରେ କଏଦ ହୋଇଛି ଘର ଭିତରେ ଭାଲୁ ବୁଲୁଥିବାର ଦୃଶ୍ୟ। ଗାଁର ଅରୁଣ ଦେୱନ ନାମକ ଜଣେ ବ୍ୟକ୍ତିଙ୍କ ପାଚେରୀ ଡେଇଁ ୩ଟି ଭାଲୁ ଘର ଭିତରେ ପଶିଥିଲେ। ଜଙ୍ଗଲ ନଷ୍ଟ ହେଉଥିବାରୁ ଖାଦ୍ୟ ଅନ୍ବେଷଣରେ ଏବେ ଜଙ୍ଗଲୀ ଜନ୍ତୁ ଗାଁ ଗହଳି ଓ ସହର ମୁହାଁ ହେବାରେ ଲାଗିଛନ୍ତି।ବନବିଭାଗ ଗାଁରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login