The Ultimate Managed Hosting Platform
ADVERTISEMENT

ଖାଦ୍ୟରେ ସାମିଲ କରନ୍ତୁ ଅମୃତ ଭଣ୍ଡା, ମିଳିବ ଏହି ସବୁ ଫାଇଦା

Facebook
Twitter
LinkedIn

ଯଦି ଆପଣ ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡାକୁ ସାମିଲ୍ କରନ୍ତୁ । ଏହି ଅମୃତଭଣ୍ଡାରେ ଭଲ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଫଳରେ କେଉଁ ସମସ୍ୟା ଦୂର ହୋଇଥାଏ ।
କଞ୍ଚା ଅମୃତଭଣ୍ଡା ଆପଣଙ୍କ ମାଂସପେଶୀ ଏବଂ ବୋନ୍ ହେଲ୍ଥରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣ ଗଣ୍ଠୀ ଯନ୍ତ୍ରଣାରୁ ବହୁ ପରିମାଣରେ ଆରାମ ପାଇପାରିବେ । ଏହା ସହ ଆପଣଙ୍କ ହାଡକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଶକ୍ତିଶାଳୀ ରଖିବାରେ ପ୍ରଭାବଶାଳୀ ହୋଇପାରେ ।
ହାଡକୁ ମଜବୁତ କରିବା ସହ କଞ୍ଚା ଅମୃତଭଣ୍ଡା ଓଜନକୁ ମଧ୍ୟ କମ୍ କରିପାରିବ । ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ କମ୍ କ୍ୟାଲୋରୀ ଯୁକ୍ତ କଞ୍ଚା ଅମୃତଭଣ୍ଡାକୁ ଆପଣଙ୍କ ଡାଏଟରେ ମଧ୍ୟ ସାମିଲ କରିପାରିବେ । କେବଳ ଏତିକି ନୁହେଁ, ଡାଇବେଟିସ ରୋଗୀଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login