The Ultimate Managed Hosting Platform
ADVERTISEMENT

ଖରାରୁ ମିଳିବନି ନିସ୍ତାର, ଆଜିଠୁ ୩ ଦିନ ସିଝେଇବ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ହେବ ଟାଇଁ ଟାଇଁ ଖରା । ଉପାନ୍ତରୁ ଉପକୂଳ ସବୁଠି ବଢିବ ପାରଦ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩ ଦିନ ପର୍ୟ୍ୟନ୍ତ ମିଳିବନି ନିସ୍ତାର । ୧୩ ତାରିଖ ପର୍ୟ୍ୟ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ । ବିଶେଷ କରି ଟୁଇନ୍ସିଟି କଟକ ଭୁବନେଶ୍ବର ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପର୍ୟ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login