The Ultimate Managed Hosting Platform
ADVERTISEMENT

ଖରାଛୁଟିରେ ପିଲା କରିବେ ହୋମୱାର୍କ

Facebook
Twitter
LinkedIn

ଭୁବନେଶ୍ୱର : ଖରାଛୁଟିରେ ପିଲା କରିବେ ହୋମୱାର୍କ । ଏଥିପାଇଁ ଅଭିଭାବକଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ଡାଏରୀ ପୁସ୍ତିକା । ଯେଉଁଥିରେ କେମିତି ପିଲାଏ ପାଠ ପଢିବେ? କେଉଁ ପାଠକୁ କେତେ ଗୁରୁତ୍ୱ ଦେବେ? ପ୍ରଶ୍ନପତ୍ରକୁ କିଭଳି ଅଭ୍ୟାସ କରିବେ, ସେ ନେଇ ଆଜି ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି ଶିକ୍ଷକ । ଅଧିକ ଦିନ ପାଇଁ ଖରାଛୁଟି ହୋଇଥିବାରୁ ପିଲାଙ୍କ ପାଠ ପଢା ନେଇ ଗୁରୁତ୍ୱ ଦେଇଛି ଗଣଶିକ୍ଷା ବିଭାଗ । ସେହିଭଳି ସାଇବର ଠକେଇରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସୁରକ୍ଷା । ଏନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିଭଳି ନିଜକୁ ସାଇବର ଠକାମିରୁ ରକ୍ଷାକରିପାରିବେ ସେଥିପ୍ରତି ଅଭିଭାବକଙ୍କୁ ସଚେତନ କରାଇଛନ୍ତି ସ୍କୁଲର ଶିକ୍ଷକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login