The Ultimate Managed Hosting Platform
ADVERTISEMENT

ଖଣ୍ଡିଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା –ମେୟର

Facebook
Twitter
LinkedIn

ଭୁବନେଶ୍ୱର : ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି । ବିଏମସିର ପ୍ରସ୍ତୁତି ବୈଠକ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା । ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସାଧୁସନ୍ଥଙ୍କ ପାଇଁ ରହିବା , ଖାଇବା ଓ ଶୈାଚାଳୟ ବ୍ୟବସ୍ଥା ହେବ । ମୋଟ ୭ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଯାତ୍ରା କମିଟିକୁ ଆମେ ଜଣାଇ ଦେଇଛୁ ସେମାନେ ବି ସମର୍ଥନ କରିଛନ୍ତି ବୋଲି କହିଛନ୍ତି ମେୟର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login