The Ultimate Managed Hosting Platform
ADVERTISEMENT

ଖଣି ଲିଜଧାରୀ ଗିରଫ

Facebook
Twitter
LinkedIn

ରଣପୁର : ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଜଣେ ଗିରଫ । ଲିଜଧାରୀ ସୁଶାନ୍ତ ବରାଡ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଗିରଫ । ଗତକାଲି ସୁଶାନ୍ତ ବରାଡଙ୍କ ଘରେ ଜିଏସଟି ରେଡ କରିଥିଲା । ସୁଶାନ୍ତଙ୍କ ସମେତ ୯ ଜଣଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର ଏଫାୟର ଦେଇଥିଲେ। ଏକ ମାସ ହେଲା ଶୁଶାନ୍ତ ଫେରାର ଥିଲା । ତେବେ ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ। ଆଜି ହେବ କୋର୍ଟ ଚାଲାଣ। ମୟୂରଝାଲିଆ NGT ରିପୋର୍ଟରେ ଧରାପଡ଼ିବା ପରେ ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ଖସିବା ପାଇଁ ମିଛରେ ନୟାଗଡ଼ ଜିଲ୍ଲାପାଳ ନାଁରେ ଲାଞ୍ଚ ମାଗିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରି ଥିଲେ ସୁଶାନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login