The Ultimate Managed Hosting Platform
ADVERTISEMENT

କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

Facebook
Twitter
LinkedIn

ଭୁବନେଶ୍ୱର : କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ । ରାଜମହଲରୁ ଏଜି ଛକ ରାସ୍ତା ସମ୍ପୁର୍ଣ୍ଣ ଜାମ । ଯାତାୟତ ବାଧାପ୍ରାପ୍ତ । କିଛି ଦିନ ତଳେ ଅନଲାଇନ ସ୍ମାର୍ଟ ସିଟି ଅଟୋଚାଳକ ସଂଘର ଜଣଙ୍କୁ ମାଡ ହୋଇଥିଲା । ଷ୍ଟେସନ ଅଟୋ ଚାଳକ ସଂଘର କିଛି ପିଲା ମାଡ ମାରିବା ଅଭିଯୋଗ ଥିଲା । କାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୋଷୀକୁ ପୋଲିସ ଗିରଫ ନ କରି ନିଦେ୍ର୍ଦାଷକୁ ଗିରଫ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଂଘର ଘେରାଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login