କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର !

କଟକ : ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହଟି କାଲି ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ହୋଇଥିବା ସନେ୍ଦହ । ମୃତଦେହ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଁଚିଲେ ପରିବାର ଲୋକେ । କାଲି କ୍ୟାଣ୍ଟନମେଣ୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ପୋଲିସକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।ସୂଚନା ଥାଉକି, ଗତ ୨୦ ତାରିଖ ସନ୍ଧ୍ୟାରେ କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ବିଡାନାସୀ ଅଞ୍ଚଳର ଶଙ୍କର୍ଷଣ ବେହେରା ଫେରାର ହୋଇଯାଇଥିଲା। … Continue reading କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର !